କିତା
ଦେଖଣା
କିତା —
ଉଚ୍ଚାରଣ: Kitā
কেতা
किता
ବୈଦେ. ବି. (ଆ. ଆଲଗା) —
୧: ବିଭାଗ; ଖଣ୍ଡ — ୧. Piece; bit.
୨: କିଆରି; ଭୂମିଖଣ୍ଡ; କ୍ଷେତ୍ର —୨. A filed; a bit of land; a plot of land.
୩: କାଗଜର ଏକଖଣ୍ଡ ବା ପୃଷ୍ଠା — ୩. A piece or leaf of paper.
୪: ସଂଖ୍ୟା —୪. Number.
୫: କୁର୍ତ୍ତାଆଦି ସିଲାଇ କରିବା ପାଇଁ କଟା ହୋଇଥିବା ବସ୍ତ୍ର ଖଣ୍ଡ —୫. Pieces of cloth cut for making into coats etc.