କିତାଉଆରି
ଦେଖଣା
କିତାଉଆରି —
ଉଚ୍ଚାରଣ: Kitāuāri
কেতাওয়ারি
कितावारि
ବୈଦେ. ବି. (ଆ. କିତାବାର୍) —
ପୃଥକ୍ ପୃଥକ୍ ବା ଖଣ୍ଡ ଖଣ୍ଡ କରି ସଜ୍ଜିତ କରିବା — Arrangement by lots or assortment.
ବୈଦେ. ବିଣ. —
ଖଣ୍ଡ ଖଣ୍ଡ କରାଯିବା — Sorted; assorted.
ବୈଦେ—କ୍ରି. ବିଣ —
ଖଣ୍ଡ ଖଣ୍ଡ କରି —Bit by bit; by pieces; plot by plot.