କିତାପ୍
ଦେଖଣା
କିତାପ୍ —
ଉଚ୍ଚାରଣ: Kitāp
কিতাব, কোতাব
किताब
ପ୍ରାଦେ. (ସମ୍ବଲପୁର) ବି —
୧: କ୍ଷମତା — ୧. Power.
ଯଥା—ମୋରଲେ କିତାପ୍ ଦେଖାଉଛୁ= ମୋ ଆଗରେ କ୍ଷମତା ଦେଖାଉଛୁ
୨: ପ୍ରଭୂତ୍ବ —୨. Authority.
ବୈଦେ. ବି. (ଆ. କିତାବ୍=କୋରାନ୍; କିତା=ପୃଷ୍ଠାର ସଂଖ୍ୟା; ୟହିଁରେ ଅନେକ ପୃଷ୍ଠା ଥାଏ) —
କାଗଜର ବହି; ପୁସ୍ତକ —ook made of paper.