କିତାବନ୍ଦୀ
ଦେଖଣା
କିତାବନ୍ଦୀ —
ଉଚ୍ଚାରଣ: Kitābandī
কেতাবন্দী
ଦେ. ବି. (ଆ. କିତା ଓ ବନ୍ଦ୍) —
୧: କିତା କିତା କରି କରା ଯିବା ଭୂମିର ମାପ — ୧. Measurement of land by plots.
୨: ଭୂମିର କିତା କିତା ବିଭାଗ —୨. Division of land into different or separate plots or blocks.
ଦେ. ବିଣ. —
ଯେଉଁ ମାପ ଦ୍ବାରା ଭୂମି କିତା ହୋଇ ନିର୍ଣ୍ଣୀତ ହୁଏ; କିତା ଉଆରି (ଜରିବ) — measurement) By which sepatrate blocks of land are laid out or ascertained.