Jump to content

କିତ୍କିତାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିତ୍କିତାଇବା
ଉଚ୍ଚାରଣ: Kitkitāibā
হাডুডুডুকরা कबड्डीकबड़्डी करना কুতুকুতু দেওয়া गुद गुदाना

ଦେ. କ୍ରି —

୧: 'ଡୁଡୁ' ଖେଳରେ କିତ୍ କିତ୍ ଧ୍ଵନି ଉଚ୍ଚାରଣ କରିବା —୧. To utter the sound of 'Kitkit' in 'Do Do' play.

୨: (ସଂ. କୁତୁ=କୌତୁକ; ସଂ. କୁତ— କୃତୟତି ଶବ୍ଦର ବ୍ୟବହାର ଅଛି)—କୁତ୍ କୁତ୍ କରିବା —୨. To tickle; to titilate.