Jump to content

କିତ୍କିତା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିତ୍କିତା କରିବା
ଉଚ୍ଚାରଣ: Kitkitākaribā
কিতকিতা করিবা टुकडे टुकडे करना; धज्जी उतारना

ଦେ. କ୍ରି. (ବୈଦିକ ସଂ. କିକିରା କରଣ M.W.)

୧: ବସ୍ତ୍ରାଦିକୁ ଟିକିଟିକି କରିବା; ଚିରିବା — ୧. To tear into pieces; to shred (cloth etc); to rend into tatters.

୨: ଶରୀରକୁ ନଖଆଦିଦ୍ବାରା ବିବାରି ଛିନ୍ନଭିନ୍ନ କରିବା — ୨. To scratch the extensively with nails, teeth etc.