କିତ୍କିତ୍
ଦେଖଣା
କିତ୍କିତ୍ —
ଉଚ୍ଚାରଣ: Kitkit
ডুডু
कबडी कबड़ी
কুতু কুতু
गुद गुद
ଦେ. ଅ —
୧: (ଧ୍ଵନ୍ୟନୁକାର)—'ଡୁଡୁ' ଖେଳରେ ଅପର ପକ୍ଷର ପାହିକୁ ଯିବା ବାଳକର ଧ୍ଵନି —୧. The sound repeated by a player in the game of a "Do Do" when he goes out beyond his boundary to catch a player of the opposite party.
୨: (ସଂ କୁତୁ—କୌତିକ)—କୁତ୍ କୁତ; କତ୍ କତ୍; କାଖରେ ଆଙ୍ଗୁଠିକୁ ଉଶ୍ବାସ କରି ମାରିଲେ ଯେଉଁ ଅଙ୍ଗ ସ୍ଫୁରଣ, ରୋମାଞ୍ଚନ ଓ ହାସ୍ୟର ଅନୁଭୂତି ଜନ୍ମେ— —Tickling sensation prodeced on moving the tips of the fingers in the arm-pit.