Jump to content

କିନାବିଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନାବିଚା
ଉଚ୍ଚାରଣ: Kinābichā

ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ରୀ ଧାତୁ; ଓ ବି+କ୍ରୀ ଧାତୁ; ତୁଳ. ବଂ. କେନାବେଚା) —

କିଣାବିକା; କ୍ରୟବିକ୍ରୟ — Purchase and sale of articles.