Jump to content

କିନାରା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନାରା କରିବା
ଉଚ୍ଚାରଣ: Kinārā karibā
কেনারা করা किनारा करना

ଦେ. କ୍ରି —

୧: ବନ୍ଦୋବସ୍ତ କରିବା — ୧. To make an arrangement.

୨: (ଥଳ ବା କୂଳ) ନିର୍ଣ୍ଣୟ କରିବା — ୨. To find out; to trace; to ascertain; to discover.

୩: କୌଣସି ଗୁପ୍ତ ଅପରାଧ ବା ଅପରାଧୀକୁ ବାହାର କରିବା — ୩. To detect a crime or an offender.

୪: କୌଣସି କାର୍ୟ୍ୟକୁ ସମାପ୍ତ ବା ପୂର୍ଣ୍ଣ କରିବା — ୪. To complete; to bring to a finish; to accomplish.

୫: ଏକ ପାଖକୁ ହଟାଇବା — ୫. To move to one side.

୬: ସମସ୍ତ ସମ୍ପର୍କ ତୁଟାଇବା — ୬. To cut off all connections.