କିନାରିଆ
ଦେଖଣା
କିନାରିଆ —
ଉଚ୍ଚାରଣ: Kināriā
কেনারি; কিনারি
किनारी
ଦେ. ବିଣ. (ଲୁଗା) —
ୟାହାର କିନାରା ବା ଧଡ଼ି ଥାଏ; ଧଡ଼ିଯୁକ୍ତ ବା ଧଡ଼ିଦାର (ଲୁଗା) — Rimmed; edged; hemmed; bordered (cloth).
(ଯଥା—ସରୁ କିନାରିଆ ଧୋତି)
କିନାରିଆ —
ଉଚ୍ଚାରଣ: Kināriā
কেনারি; কিনারি
किनारी
ଦେ. ବିଣ. (ଲୁଗା) —
ୟାହାର କିନାରା ବା ଧଡ଼ି ଥାଏ; ଧଡ଼ିଯୁକ୍ତ ବା ଧଡ଼ିଦାର (ଲୁଗା) — Rimmed; edged; hemmed; bordered (cloth).
(ଯଥା—ସରୁ କିନାରିଆ ଧୋତି)