Jump to content

କିନିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନିବା
ଉଚ୍ଚାରଣ: Kinibā

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କ୍ରୀ ଧାତୁ; ଣ ସ୍ଥାନରେ ନ ଉଚ୍ଚାରଣଂ) —

କିଣିବା; କ୍ରୟ କରିବା — To purchase.