Jump to content

କିନ୍ତୁ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନ୍ତୁ କରିବା
ଉଚ୍ଚାରଣ: Kintu karibā
কিন্তুকরা

ଦେ. କ୍ରି —

୧: ଅଭିମାନ କରିବା — ୧. To be mentally displeased.

୨: ଆନ୍ତରିକ ଘୃଣା କରିବା — ୨. To hate mentally.

୩: ଆନ୍ତରିକ ରାଗ କରିବା —୩. To bear a grudge.

୪: ସନ୍ଦେହ କରିବା —୪. To doubt; to hesitate.

ପ୍ରାଦେ. (ସମ୍ବଲପୁର) କ୍ରି —

ଶତ୍ରୁତା ଆଚରଣ କରିବା — To act in enmity; to act inimically.