Jump to content

କିନ୍ଦ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନ୍ଦ୍ରା
ଉଚ୍ଚାରଣ: Kindrā

ପ୍ରାଦେ. (ସମ୍ବଲପୁର) ବି. (ସଂ. କେନ୍ଦ୍ର) —

ଭୂଆଁ ବୁଲିବା; ବୁଲା ବାଟରେ ଚାଲିବା — Circumlocation; moving in a round about way.

ପ୍ରାଦେ. (ସମ୍ବଲପୁର) ବିଣ —

ବୁଲିଣିଆ (ବାଟ) — Circumlocatory; round about.