କିନ୍ଦ୍ରିବା
ଦେଖଣା
କିନ୍ଦ୍ରିବା —
ଉଚ୍ଚାରଣ: Kindribā
ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କେନ୍ଦ୍ର) —
ଭୁଁଆ ବୁଲିବା — ୧. To walk much by missing the way.
୨: ବାଟ ବୁଲିବା; ବୁଲି ବୁଲି ଯିବା — ୨. To move in a round about way.
୩: ଚକର ମାରିବା; ବୃତ୍ତାକାରରେ ବୁଲିବା — ୩. To move in a circuit or circle.