କିନ୍ନର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନ୍ନର
ଉଚ୍ଚାରଣ: kinnara
(କିନ୍ନରୀ—ସ୍ତ୍ରୀ)

ସଂ. ବି. ପୁଂ (କିଂ= କୁତ୍ସିତ+ନର) —

ଅଶ୍ବର ମୁଖ ପରି ମୁଖ ଓ ନରଦେହ ପରି ଦେହବିଶିଷ୍ଟ ଦେବଯୋନି— ବିଶେଷ; କିଂପୁରୁଷ; ଦେବଗାୟକ — A class of demigods (with head of a horse and body of man) attached to the service of Kubera and experts in music; the Divine Choristers.

[ଦ୍ର—ଏମାନେ କୁବେରଙ୍କ ଅନୁଚର ଏବଂ ସଙ୍ଗୀତ ବିଦ୍ୟାରେ ଧୂରୀଣ]