କିପରି
ଦେଖଣା
କିପରି —
ଉଚ୍ଚାରଣ: Kipari
কেমন
कौसा
ଦେ. ଅ. (ସଂ. କିଂ ଓ ପ୍ରକାର) —
୧: କେଉଁ ଭଳି; କେମନ୍ତ; କିପ୍ରକାରର — ୧. Of what kind.
୨: କେଉଁ ପ୍ରକାରେ; କିମତି; କେମନ୍ତେ — ୨. How; in what manner.
୩: କେଉଁ ପ୍ରକାରରେ; କେଉଁ ଉପାୟରେ — ୩. By what means.