Jump to content

କିପର୍ୟ୍ଯନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିପର୍ଯ୍ୟନ୍ତ
ଉଚ୍ଚାରଣ: Kiparjyanta
কিপর্য্যন্ত कहाँतक

ଦେ. ଅ. (ସଂ. କିମ୍ପର୍ଯ୍ୟନ୍ତଂ) —

୧: କେତେକାଳ ଯାଏ — ୧. How long; how far extended.

୨: କେତେ ଦୂର; କେଉଁ ପର୍ଯ୍ୟନ୍ତ — ୨. How far; to what extent.

୩: କେତେ ଦୂର ପର୍ଯ୍ୟନ୍ତ ଅଗ୍ରସର ହୋଇଥିବା — ୩. Reaching how far.