କିପାଇଁ
ଦେଖଣା
କିପାଇଁ —
ଉଚ୍ଚାରଣ: Kipāiñ
কেন; কিজন্য
कयौँ
ଦେ. ଅ —
କି କାରଣରୁ; କି ନିମନ୍ତେ; କିଆଁ; କାହିଁକି — Why; wherefore; for what reasons.
କିପାଇଁ ସାର୍ଥ ନୋହିବ ଏମନ୍ତ ବିଚାର— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ