Jump to content

କିଫାଇତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଫାଇତ୍
ଉଚ୍ଚାରଣ: Kiphāit
কিফায়ত किफायत

ବୈଦେ. ବି. (ଆ. କୁଫାୟତ୍) —

୧: ଉଦ୍ବୃତ୍ତ ଧନ —୧. Saving.

୨: ଲାଭ —୨. Profit; gain.

୩: ଉପକାର; ମଙ୍ଗଳ —୩. Benefit.