କିବୋଇଲା
ଦେଖଣା
କିବୋଇଲା —
ଉଚ୍ଚାରଣ: kiboilā
ଦେ. ଅ —
୧: ଅର୍ଥାତ୍ — ୧. That is; i.e.
(ଯଥା—ଆମ୍ଭେ ତତ୍ର ଗମନ କରିବୁଁ, କି ବୋଇଲା, ମୁଁ ସେଠାକୁ ୟିବି)
୨: ଯଥା —୨. Viz; namely.
(ଯଥା—ସେଠାରେ ତିନିଲୋକ ବସିଥିଲେ, କି ବୋଇଲା ରାମ, ଶ୍ୟାମ ଓ ଦାମ)
୩: ଯେହେତୁ —୩. Wherefore.
(ଯଥା—ସେଠାରେ ଭାରି ଗୋଳ ହେଉଥିଲା, କି ବୋଇଲା ଶହେ ଲୋକ ପାଟି କରୁଥିଲେ)