Jump to content

କିବୋଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିବୋଲି
ଉଚ୍ଚାରଣ: kiboli

ଦେ. ଅ. —

୧: କାହିଁକି; କିକାରଣରୁ; କିହେତୁ — ୧. Why.

ଚେର ଦେବାବେଳେ ମୋ ଭାଗ୍ୟବଲ୍ଲୀ ଚଳି ଉପୁଡ଼ାଇ ଦେଲା କି ବୋଲି କବିସୂର୍ଯ୍ୟ. ସଙ୍ଗୀତ

୨: କିପ୍ରକାରେ —୨. How; under what excuse; by what means; with what face.

ୟଦି ତେଡ଼େ ଶଙ୍ଖ ଗୋଟାଏ କି ବୋଲି ତାଙ୍କୁ ଦେଲେ କୃଷ୍ଣସିଂହ. ମହାଭାରତ. ସଭା

୩: ଏ କଅଣ ବୋଲାଯାଏ —୩. Called what; by what name called or termed.