Jump to content

କିମତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମତ୍
ଉଚ୍ଚାରଣ: kimat
কিম্মত্ कीमत

ବୈଦେ. ବି. (ଆ. କୀମତ୍) —

୧: ମୂଲ୍ୟ —୧. Price; value.

୨: ଦର —୨. Rate; sale—price.

୩: କୌଣସି ବସ୍ତୁର ବିକ୍ରୟଲବ୍ଧ ଧନ — ୩. Sale proceeds of an article.