Jump to content

କିମାକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମାକାର
ଉଚ୍ଚାରଣ: Kimākāra
কিমাকার

ଦେ. ବିଣ. (କିଂ+ ଆକାର) —

୧: କେଉଁ ଆକାରର — ୧. Of what size.

୨: କି ପ୍ରକାର — ୨. Of what nature or kind.

୩: ଅଦ୍ଭୁତ — ୩. Wonderful; astonishing.

କିସ ଏହା କିମାକାର ନୁହେ ମୋ ଗୋବର ତୁଳସୀ. ବିଚିତ୍ରରାମାୟଣ. ଆଦି

[ଦ୍ର—ଏହି ଶବ୍ଦ କିମ୍ଭୁତ ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ]