କିମାଚ
ଦେଖଣା
କିମାଚ —
ଉଚ୍ଚାରଣ: Kimācha
कीमाश
ବୈଦେ. ବି. (ଆ. କିମାଶ୍) —
ଗଞ୍ଜାପା ଖେଳର ରଙ୍ଗବିଶେଷ; କୁମାଚ; ହଳଦିଆ ଭୂମିରେ ନାନାଦି ବର୍ଣ୍ଣର ଗୋଳକ ଚିହ୍ନ ଯୁକ୍ତ ଚକତି —A set of cards in the same of Gan̄japā having tips of various colour on yellow back ground.