Jump to content

କିମିଆ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମିଆ କରିବା
ଉଚ୍ଚାରଣ: Kimiā karibā
যাদু করা कीमिया करना

ଦେ. କ୍ରି —

୧: ଗାରଡ଼ି ବିଦ୍ୟା ପ୍ରଯୋଗ କରିବା — ୧. To apply charm or magic.

୨: ଗୁଣିଗାରଡ଼ି—ବିଦ୍ୟା ପ୍ରଯୋଗ କରି ବଶ କରିବା — ୨. To bring one under control by the use of charms.