କିମ୍ପଚ
ଦେଖଣା
କିମ୍ପଚ —
ଉଚ୍ଚାରଣ: Kimpacha
(କମ୍ପଚା—ସ୍ତ୍ରୀ)
ସଂ. ବିଣ. ପୁଂ. (କିଂ=କିଞ୍ଚିତ୍+ପଚ ଧାତୁ=ପାକ କରିବା +କର୍ତ୍ତୃ. ଅ; ଯେ କିଞ୍ଚିନ୍ନାତ୍ର ପଦାର୍ଥ ପାକ କରେ) —
୧: ବ୍ୟୟକୁଣ୍ଠ; କୃପଣ; କାମ୍ପି — ୧. Miserly; niggardly.
୨: ଲୋଭୀ —୨. Avaricious (M.W.)