Jump to content

କିମ୍ପାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମ୍ପାଇ
ଉଚ୍ଚାରଣ: Kimpāi

ଗ୍ରା. ଅ —

କିପାଇଁ (ଦେଖ) Kipāiñ (See)

ମୋ ଚିତ୍ତ କିମ୍ପାଇ ସ୍ଥିର , ୟାଙ୍କୁ ଦେଖିଲାରୁ ମଧୁସୂଦନ. ଉତ୍ତରରାମଚରିତ