କିମ୍ପୁରୁଷ
ଦେଖଣା
କିମ୍ପୁରୁଷ —
ଉଚ୍ଚାରଣ: Kimpurusha
(କିମ୍ପୁରୁଷୀ—ସ୍ତ୍ରୀ)
ସଂ. ବି. ପୁଂ. (କିଂ+ପୁରୁଷ; କିପ୍ରକାର. ମନୁଷ୍ୟ ? ଅର୍ଥାତ୍ ମନୁଷ୍ୟ ପରି, କିନ୍ତୁ ମନୁଷ୍ୟ ନୁହେ) —
୧: କିନ୍ନର (ଦେଖ) ୧. Kinnara (See)
୨: କିମ୍ପୁରୁଷବର୍ଷ (ଦେଖ) ୨. Kimpurushabarsha (See)
୩: ଅଗ୍ନିଧ୍ରଙ୍କ ନଅ ପୁତ୍ର ମଧ୍ୟରୁ ଏକ — ୩. One of the nine sons of Agnidhra (M.W.)