କିମ୍ପୁରୁଷବର୍ଷ
ଦେଖଣା
କିମ୍ପୁରୁଷବର୍ଷ —
ଉଚ୍ଚାରଣ: Kimpurushabarsha
ସଂ. ବି. (କଂପୁରୁଷ+ବର୍ଷ) —
ତିବ୍ବତଦେଶ — The country of Tibet.
କିମ୍ପୁରୁଷବର୍ଷେ, ୟହିଁ ମାନସଦର୍ପଣେ ହରଶୈଳ ହେଲେ ନିଜ ଭୀଷଣ ମୂରତି—ରାଧାନାଥ. ମହାୟାତ୍ରା
[ ଦ୍ର—ଏ ଦେଳ ହିମାଚଳ ଓ ହିମକୂଟ ପର୍ବତ ମଧ୍ୟରେ ଅବସ୍ଥିତ ଥିବାର ଅଛି ଏ ରାଜ୍ୟ ଅଗ୍ନିଧ୍ରଙ୍କ ନଅ ପୁତ୍ର ମଧ୍ୟରୁ କିମ୍ପୁରୁଷନାମଧାରୀ ଏକ ପୁତ୍ରଙ୍କ ଭାଗରେ ପଡ଼ିଥିଲା]