Jump to content

କିମ୍ବରାଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମ୍ବରାଟକ
ଉଚ୍ଚାରଣ: Kimbarāṭaka

ସଂ. ବିଣ. ପୁଂ. (କିମ୍+ବରାଟକ=କଉଡ଼ି; ଯେ କହେ କଉଡି କଡ଼ାଏ କି ଛାର ? ଅର୍ଥାତ୍ ଯେ ସାମାନ୍ୟ ଧନ ଉପରେ ଦୃଷ୍ଟି ରଖେ ନାହିଁ) —

ବ୍ୟୟ ବିଷୟରେ ଅସାବଧାନ; ମୃକ୍ତହସ୍ତ — Spend-thrift (M.W.)