Jump to content

କିମ୍ଭୀରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମ୍ଭୀରିଆ
ଉଚ୍ଚାରଣ: Kimbhīriā

ଦେ. ବିଣ. (ସଂ. କୁମ୍ଭୀର) —

୧: (ନଈ ଆଦି) ଯେଉଁଠାରେ କୁମ୍ଭୀରମାନଙ୍କର ପ୍ରାଦୁର୍ଭାବ ବେଶୀ; କୁମ୍ଭୀରପୂର୍ଣ୍ଣ (ଜଳାଶୟ) — ୧. (river etc) Infested by alligators; full of crocodiles.

୨: କୁମ୍ଭୀରସମ୍ବନ୍ଧୀୟ — ୨. Relating to alligators.

ଦେ. ବି —

ଅଜୀର୍ଣ୍ଣରୋଗବିଶେଷ — A disease of indigestion by which the patient vomits every thing instead of evacuating it indue course (through the anus).

[ ଦ୍ର—ଏ ରୋଗ ହେଲେ ରୋଗୀ ୟାହା ଖାଏ ତାହା ଶୀଘ୍ର ବାନ୍ତି କରି ପକାଏ କୁମ୍ଭୀରମାନ ପାଟିବାଟେ ମଳ ତ୍ୟାଗ କରନ୍ତି ବୋଲି ଲୌକିକ ବିଶ୍ବାସ ତେଣୁ ଏ ରୋଗର ଏପରି ନାମ ହୋଇଅଛି]