କିମ୍ଭୂତ
ଦେଖଣା
କିମ୍ଭୂତ —
ଉଚ୍ଚାରଣ: Kimbhuta
কিম্ভুত
कैसा; किम्मूत
ସଂ. ବିଣ. (କିମ୍+ଭୂତ=ଘଟିଥିବା) —
୧: (ପ୍ରଶ୍ନାର୍ଥକ) କିଦୃଶ; କେଉଁପ୍ରକାରର? — ୧. Of what kind or sort ?
୨: (ପ୍ରଶ୍ନାର୍ଥକ) କାହାପରି? — ୨. Like whom ? like what ?
ଦେ. ବିଣ —
ଅସାଧାରଣ — Extraordinary; uncommon.
ସଂ. କ୍ରି. ବିଣ —
(ପ୍ରଶ୍ନାର୍ଥକ) କେଉଁ ପ୍ରକାରେ ? କିପରି ? — How ? in what manner ? (M.W.)