କିଯତ୍କାଳ
ଦେଖଣା
କିୟତ୍କାଳ —
ଉଚ୍ଚାରଣ: kiyatkāḻa
ସଂ. ବି. (କିୟତ୍+କାଳ) —
୧: କିଛି ସମୟ —୧. Some time.
୨: ସାମାନ୍ୟ ସମୟ —୨. A little time.
୩: (ପ୍ରଶ୍ନାର୍ଥକ) କେତେ ସମୟ ? — ୩. (Interrogatory) What time ? How long ?
କ୍ରି. ବିଣ —
୧: (ପ୍ରଶ୍ନାର୍ଥକ) କେତେକାଳ ପର୍ଯ୍ୟନ୍ତ? — ୧. (Interrogatory) For what time ? How long?
୨: କିଛି ସମୟ ନିମନ୍ତେ —୨. For some time.
୩: ଅଳ୍ପକାଳ ନିମନ୍ତେ —୩. For a little time.
୪: ଅଳ୍ପସ ମୟ ପୂର୍ବେ — ୪. Some little time ago.