Jump to content

କିଯତ୍ପରିମିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିୟତ୍ପରିମିତ
ଉଚ୍ଚାରଣ: Kiyatparimita

ସଂ. ବିଣ. (କିୟତ୍+ପରିମିତ) —

୧: (ପ୍ରଶ୍ନାର୍ଥକ) କି ପରିମାଣବିଶିଷ୍ଟ ? — ୧. (Interrogatory) Of what quantity ?

୨: ଅତି ଅଳ୍ପ; ପରିମାଣରେ ଅତି ସାମାନ୍ୟ — ୨. A little in quantity.