Jump to content

କିଯଦେତିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିୟଦେତିକା
ଉଚ୍ଚାରଣ: Kiyadetikā

(କିୟଦେହିକା—ଅନ୍ୟରୂପ)

ସଂ. ବି. (କିୟତ୍+ଏତିକା) —

ଆପଣାର ବଳ ବା ଶକ୍ତିକୁ ଚାହିଁ ପ୍ରବଳ ଚେଷ୍ଠା ବା ୟତ୍ନ — Effort; vigorous or persevering exertions according to one's strength (M.W.)