କିଯଦ୍ଦୂର
ଦେଖଣା
କିୟଦ୍ଦୂର —
ଉଚ୍ଚାରଣ: Kiyaddūra
ସଂ. ବି. (କିୟତ୍+ଦୂର) —
୧: (ପ୍ରଶ୍ନାର୍ଥକ) କେତେ ଦୂର ? ୧. (Interrogatory) What distance?
୨: କିଛି ଦୂର; କିଛି ବାଟ — ୨. Some distance.
ସଂ. କ୍ରି. ବିଣ —
କିଛିଦୂର; ଖଣ୍ଡେ ବାଟ — Not far; a little way.