Jump to content

କିରକିରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରକିରିଆ
ଉଚ୍ଚାରଣ: Kirkiriā
(କିର୍କିରେଈ—ସ୍ତ୍ରୀ) किलकैया

ଦେ. ବିଣ . ପୁଂ. —

ଉଞ୍ଚୁହସୁରା; ଉଚ୍ଚହାସ୍ୟ କରିବାରେ ଅଭ୍ୟସ୍ତ —Addicted to immoderate laugh.