Jump to content

କିରପାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରପାନ୍
ଉଚ୍ଚାରଣ: Kirpān
किरपान

ଦେ. ବି. (ସଂ. କୃପାଣ) —

ଶିଖମାନଙ୍କର ସର୍ବଦା ବ୍ୟବହାର୍ୟ୍ୟ କ୍ଷୁଦ୍ର ଖଣ୍ଡା — Small sword carried by every Sikh.