କିରାଟିଆ ନାଗ
ଦେଖଣା
କିରାଟିଆ ନାଗ —
ଉଚ୍ଚାରଣ: Kirāṭiā nāga
কিরাইত, ধুমনচিতি
किराईत
ଦେ. ବି. (ସଂ. କିରାତ ଓ ନାଗ) —
ଧୂମ୍ରବର୍ଣ୍ଣ ବିଷଧର ସର୍ପବିଶେଷ — A kind of poisonous snake; Bungarus Caerubus.
[ ଦ୍ର—ଏହାର ଦେହ ନୀଳାଭ ଧୂମ୍ରବର୍ଣ୍ଣ; ଜିହ୍ବା ଧଳା; ଲାଙ୍ଗୁଡ଼ର ୭୮: ଆଙ୍ଗୁଳ ବ ସରୁ, ଦେହର ଅବଶିଷ୍ଟାଂଶ ସମସ୍ଥୂଳ, ଏହାର ବେଢ଼ ଚାରି ଆଙ୍ଗୁଳ ଯୋଗେଶଚନ୍ଦ୍ର]