Jump to content

କିରାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରାଣି
ଉଚ୍ଚାରଣ: Kirāṇi
কেরানি किरानी; केरानि

ବୈଦେ. ବି . (ପର୍ତ୍ତୃଗିଜ. ଏସ୍କ୍ରେଭେନ୍ତୀ; ତୁଳ. ସଂ. କିରକ) —

୧: ଇଂରାଜି ଅକ୍ଷର ଲେଖକ — ୧. English-knowing writer; clerk.

୨: ଗୁମାସ୍ତା; ଲେଖକକର୍ମଚାରୀ; ଛାମୁକରଣ; ମୋହୋରିର୍ —୨. An accountant.

ଡାକଘର କିରାଣିଟି ନୁହେଁ ଦେଶୀ ଫକୀରମୋହନ. ଉତ୍କଳଭ୍ରମଣ

୩: (ଇଂ. କ୍ରିଶ୍ଚିଆନ୍?)—ଦୋମିଶା ସାହେବ; ଇଉରେଶିଆନ୍ — ୩. An Eurasian.