Jump to content

କିରାଣି ଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରାଣି ଖାନା
ଉଚ୍ଚାରଣ: Kirāṇi khānā
কেরানিখানা केरानिखाना

ବୈଦେ. ବି. (ପର୍ତ୍ତୁଗିଜ୍. ଏସ୍କ୍ରେ ଭେନ୍ତୀ ଓ ଆ. ଖାନା) —

୧: ଅଫିସ୍ର ଯେଉଁ ଅଂଶରେ କିରାନିମାନେ କାମ କରନ୍ତି —୧. The part of an office where clerks work.

୨: ଜିଲାର କଲେକ୍ଟରଙ୍କ କଚେରିର ଇଂରାଜି କିରାନିମାନଙ୍କର ଅଫିସ୍ —୨. The English-office of the Collector of a district.