Jump to content

କିରାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରାତ
ଉଚ୍ଚାରଣ: Kirāta

କିରାତୀ, କିରାତିନୀସ୍ତ୍ରୀ

ସଂ. ବି. ପୁଂ. (କିର=ଘୁଷୁରୀ+ଅତ୍ ଧାତୁ=ସତତ ଗମନ କରିବା+କର୍ତ୍ତୃ. ଅ; ଯେ ବନ୍ୟ ଶୁକର ଆଦି ଜନ୍ତୁଙ୍କୁ ଶିକାର କରିବାପାଇଁ ସେମାନଙ୍କ ପଛରେ ଯାଏ) —

୧: ବନ୍ୟାଜାତି; ଅରଣ୍ୟଚାରୀ ମନୁଷ୍ୟ; ବନଚର; ପାହାଡ଼ିଆଁ; ଅସଭ୍ୟ ଜଙ୍ଗଲି ଜାତି — ୧. A savage; a mountaineer.

୨: ବ୍ୟାଧ —୨. A hunter.

୩: ଅଶ୍ବପାଳ; ସହିସ —୩. Groom.

୪: ବାମନ —୪. Dwarf.

୫: କିରାତତିକ୍ତ (ଦେଖ) ୫. Kirātatikta (See)

୬: ଭାରତର ଉତ୍ତରରେ ପ୍ରଚୀନ ଦେଶବିଶେଷ — ୬. Name of a country in the north of ancient India.

[ ଦ୍ର—ଏହା ପୂର୍ବ ହିମାଳୟସ୍ଥ ପ୍ରଦେଶ; ଏହା ଆଧୁନିକ ଭୁଟାନ୍, ସିକିମ୍, ମଣିପୁର ଆଦି ଅଞ୍ଚଳ]