Jump to content

କିରାତତିକ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରାତତିକ୍ତ
ଉଚ୍ଚାରଣ: Kirātatikta

ସଂ. ବି. (କିରାତ+ତିକ୍ତ) —

ଭୁନିମ୍ବ; ଭୁଇଁନିମ୍ବ; ଚିରେଇତା —A bitter medicinal plant; Agathotes Chirayata.