କିରାତାର୍ଜୁନୀଯ
ଦେଖଣା
କିରାତାର୍ଜୁନୀୟ —
ଉଚ୍ଚାରଣ: Kirātārjunīya
ସଂ. ବି. (କିରାତ+ଅର୍ଜୁନ+ଈୟ) —
ଭାରବୀକୃତ ୧୮: ସର୍ଗବିଶିଷ୍ଟ ସଂସ୍କୃତ କାବ୍ୟବିଶେଷ — A Sanskrit poem (Kābya) by Bhāṙabī
[ ଦ୍ର—ଏଥିରେ କିରାତବେଶଧାରୀ ମହାଦେବ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟ ବର୍ଣ୍ଣିତ ହୋଇଅଛି]