Jump to content

କିରାସିନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରାସିନ
ଉଚ୍ଚାରଣ: Kirāsini
কেরাসিন किरासीन; मिट्टीकातेल

ବୈଦେ. ବି. (ଇଂ. କେରୋସୀନ୍) —

ଗନ୍ଧଯୁକ୍ତ ଜାଳିବା ତେଲ —Kerosene.

[ ଦ୍ର—ଏହା ପଥରକୋଇଲାର ଖନିଜ ରାସାୟନିକ ଦ୍ରବ]