କିରିତନ
ଦେଖଣା
କିରିତନ (ଇତ୍ୟାଦି) —
ଉଚ୍ଚାରଣ: Kiritana (etc)
ଗ୍ରା. ବି. (ସଂ କୀର୍ତ୍ତନ) —
୧: କୀର୍ତ୍ତନ ଇତ୍ୟାଦି (ଦେଖ) ୧. Kīrttana etc (See)
୨: ହରିନାମ ସଂକୀର୍ତ୍ତନ — ୨. The chanting of the name of God accompanied with music.
କଥାର ଋତୁରୀ ଶୁଣି ହରିକିରିତନ—ପୀତାମ୍ବର.ନୃସିଂହପୁରାଣ