କିରୀଟ
ଦେଖଣା
କିରୀଟ —
ଉଚ୍ଚାରଣ: Kirīṭa
ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଈଟ; ୟାହା ସୁବର୍ଣ୍ଣ ଓ ରତ୍ନନିର୍ମିତ ଥିବାରୁ ରଶ୍ମି ବିକ୍ଷେପ କରେ) —
ମୁକୁଟ —Crown; coronet.