Jump to content

କିରୀଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରୀଟୀ
ଉଚ୍ଚାରଣ: Kirīṭī

ସଂ. ବି. ପୁଂ. (କିରୀଟ+ଇନ୍;୧: ମା.୧: ବ.) —

୧: ଅର୍ଜୁନ —୧. Arjuna.

ବୋଇଲେ କିରୀଟ ତହୁଁ ଅଗ୍ରଜ ଛାମୁରେ—ରାଧାନାଥ. ମହାୟାତ୍ରା

୨: ବିଷ୍ଣୁ —୨. Bishṇu.

(କିରୀଟିନୀ—ସ୍ତ୍ରୀ)

ସଂ. ବିଣ. ପୁଂ —

କିରୀଟଧାରୀ — Wearing a crown.