କିର୍କିରାଇବା
ଦେଖଣା
କିର୍କିରାଇବା —
ଉଚ୍ଚାରଣ: Kirkirāibā
খিলাখিল হাসা
किरराना; किलकिलाना
ଦେ. କ୍ରି.—(ସଂ. କିଳକିଳରୁ ନାମ ଧାତୁ) —
୧: ଉଚ୍ଚ— ହାସ୍ୟ—ଧ୍ଵନି କରିବା —୧. To utter a loud laughing sound.
୨: ଘୋଡ଼ା ଭଳିଆ ଧ୍ଵନି କରିବା — ୨. To utter a sound like that of a horse.
୩: ଆନନ୍ଦରେ ଚିତ୍କାର କରିବା —୩. To be vociferous with joy; to purr with joy.
ପ୍ରାଦେ. (ସମ୍ବଲପୁର) କ୍ରି. —
ବିରକ୍ତ ପ୍ରକାଶ କରିବା; ଚିଡ଼ିବା — To give vent to displeasure.