Jump to content

କିର୍ମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିର୍ମୀ
ଉଚ୍ଚାରଣ: Kirmī

ସଂ. ବି. (ସଂ. କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ଇନ୍; ୧: ମା. ୧: ବ.) —

୧: ପ୍ରକୋଷ୍ଠ; କାମରା — ୧. Hall; room (M.W.)

୨: ସ୍ବର୍ଣ୍ମ ବା ଲୌହର ମୂର୍ତ୍ତି — ୨. An image of gold or iron (M.W.)

୩: ପଳାଶ (ବୃକ୍ଷ) (ଦେଖ) ୩. Paḻāṡa (tree) (See)